ହଲ୍ଲା ମଚେଇବା Hallā macheibā

  • ଦେ. କ୍ରି — ହଲ୍ଲା କରିବା (ଦେଖ) — Hallā kariba (See)
  • ଦେ. କ୍ରି — କୌଣସି ବିଷୟକୁ ଉଚ୍ଚୈଃସ୍ୱରରେ ଘୋଷଣା କରିବା — To publish a matter aloud