ହଲ୍ଲୀସ Hallisa

  • ସଂ. ବି—(ହେଳା=ସ୍ତ୍ରୀମାନଙ୍କର ଭାବ ବିଶେଷ; ଲୀଳା+ ଲଷ୍ ବା ଲସ୍ ଧାତୁ=ନୃତ୍ୟବିଶେଷ, ପଟୁତ୍ୱ ପ୍ରଦର୍ଶନ କରିବା+ଅଧି ଅ, ନିପାତନ) — ସ୍ତ୍ରୀମାନଙ୍କ ସହ ନର୍ତ୍ତନ —(ତ୍ରିକାଣ୍ଡ ଶେଷ) — Dance with females; ball-dance
  • ସଂ. ବି—(ହେଳା=ସ୍ତ୍ରୀମାନଙ୍କର ଭାବ ବିଶେଷ; ଲୀଳା+ ଲଷ୍ ବା ଲସ୍ ଧାତୁ=ନୃତ୍ୟବିଶେଷ, ପଟୁତ୍ୱ ପ୍ରଦର୍ଶନ କରିବା+ଅଧି ଅ, ନିପାତନ) — ଜଣେ ପୁରୁଷକୁ ଅଠଜଣ ସ୍ତ୍ରୀ ଚାରିପାଖେ ବେଢ଼ି କରିବା ଏକ ପ୍ରକାର ନାଟ — A dance made in a ring formed by 8 women with a man in the centre
  • ସଂ. ବି—(ହେଳା=ସ୍ତ୍ରୀମାନଙ୍କର ଭାବ ବିଶେଷ; ଲୀଳା+ ଲଷ୍ ବା ଲସ୍ ଧାତୁ=ନୃତ୍ୟବିଶେଷ, ପଟୁତ୍ୱ ପ୍ରଦର୍ଶନ କରିବା+ଅଧି ଅ, ନିପାତନ) — ଗୀତନର୍ତ୍ତନକଳିତ ଏକାଙ୍କଯୁତ ଉପରୂପକ (ନାଟକ) — A kind of drama with one act accompanied by song & dance
  • ସଂ. ବି—(ହେଳା=ସ୍ତ୍ରୀମାନଙ୍କର ଭାବ ବିଶେଷ; ଲୀଳା+ ଲଷ୍ ବା ଲସ୍ ଧାତୁ=ନୃତ୍ୟବିଶେଷ, ପଟୁତ୍ୱ ପ୍ରଦର୍ଶନ କରିବା+ଅଧି ଅ, ନିପାତନ) — [ଦ୍ର—ଏଥିରେ ଗୋଟିଏ ମାତ୍ର ପୁରୁଷପାତ୍ର ଓ ଆଠୋଟି କିମ୍ବା ଦଶଟି ସ୍ତ୍ରୀ ପାତ୍ର ଥାଆନ୍ତି। ଉଦାହରଣ—କେଳୀରୈବତକ—ମହାରାଜ ବିକ୍ରମ ଦେବ—ଉତ୍କଳସାହିତ୍ୟ ପତ୍ରିକାରେ ପ୍ରକାଶିତ ନାଟ୍ୟକଳା ପ୍ରବନ୍ଧ।]