ହର୍କରା Har-karā

  • ବୈଦେ. ବି. (ଫା. ହରକାରା) — ସମ୍ବାଦ ବାହକ — Messenger
  • ବୈଦେ. ବି. (ଫା. ହରକାରା) — ପ୍ରତିହାରୀ; ପଢିଆରୀ — Message carrier
  • ବୈଦେ. ବି. (ଫା. ହରକାରା) — ଚପରାସି; ପିଅନ, ପିଆଦା; ପାଇକ — A running footman; a runner
  • ବୈଦେ. ବି. (ଫା. ହରକାରା) — ଦୂତ; ଚର — A herald
  • ବୈଦେ. ବି. (ଫା. ହରକାରା) — ଡାକ ଚିଠି ନେବା ବ୍ଯକ୍ତି; ଡାକବାଲା — Postman
  • ବୈଦେ. ବି. (ଫା. ହରକାରା) — ପତ୍ର ବାହକ — Letter-carrier