ହର୍କତ୍ Har-kat
- ବୈଦେ. ବି. — କଷ୍ଟ — Difficulty; trouble
- ବୈଦେ. ବି. — ବିଘ୍ନ — Obstacle; hindrance
- ବୈଦେ. ବି. — ଅସୁବିଧା — Inconvenience
- ବୈଦେ. ବି. — ମନ୍ଦ ଓ ଅଭାବଗ୍ରସ୍ତ ଅବସ୍ଥା — Bad and needy condition
- ବୈଦେ. ବିଣ — ଅସୁବିଧାଗ୍ରସ୍ତ — Undergoing inconvenience
- ବୈଦେ. ବିଣ — ଅଭାବଗ୍ରସ୍ତ — Needy
- ପ୍ରାଦେ (ସମ୍ବଲପୁର) ବିଣ — ବିରକ୍ତ — Teased