ହର୍କତ୍ କରିବା Har-kat karibā

  • ଦେ. କ୍ରି — କଷ୍ଟ ଦେବା — To give trouble
  • ଦେ. କ୍ରି — କଷ୍ଟରେ ପକାଇବା — To put a person to difficulty
  • ଦେ. କ୍ରି — ଅସୁବିଧାରେ ପକାଇବା — To put into ineonvenience
  • ପ୍ରାଦେ. [ସମ୍ବଲପୁର] କ୍ରି — ବିରକ୍ତ କରିବ — To tease