ହର୍କୁଲିସ Harku lis
- ବୈଦେ. ବି (ଗ୍ରୀକ୍ ନାମ) — ଜଣେ ପ୍ରସିଦ୍ଧ ଗ୍ରୀସ୍ ଦେଶୀୟ ପୌରାଣିକ ବୀର — Hercules the Great; hero of the Greek mythology
- ବୈଦେ. ବି (ଗ୍ରୀକ୍ ନାମ) — [ଦ୍ର—ଏ ଜୁପିଟର୍ ଦେବଙ୍କ ଆଜ୍ଞାରେ ଇୟୁରିସ୍ଥିୟସ୍ ନାମକ ଜଣେ ବୀରଙ୍କ ଆଜ୍ଞାବହ ହୋଇ ତାଙ୍କ ଆଜ୍ଞାରେ 12 ଗୋଟି ମହାଅସାଧ୍ୟ କାର୍ଯ୍ୟ ସାଧନ କରିଥିଲେ ଏବଂ ଦେବଦାନବ ଯୁଦ୍ଧରେ ଦେବତାମାନଙ୍କ ପକ୍ଷରେ ଳଢ଼ିଥିଲେ। ଏହାଙ୍କ ସ୍ତ୍ରୀଙ୍କ ପ୍ରେରିତ ଗୋଟିଏ ବିଷାକ୍ତ ପୋଷାକ ପିନ୍ଧି ଏ ମୃତ୍ୟୁମୁଖରେ ପତିତ ହେଲେ ଏବଂ ମୃତ୍ୟୁ ପରେ ସ୍ୱର୍ଗକୁ ଗଲେ।] — [ଦ୍ର—ଏ ଜୁପିଟର୍ ଦେବଙ୍କ ଆଜ୍ଞାରେ ଇୟୁରିସ୍ଥିୟସ୍ ନାମକ ଜଣେ ବୀରଙ୍କ ଆଜ୍ଞାବହ ହୋଇ ତାଙ୍କ ଆଜ୍ଞାରେ12ଗୋଟି ମହାଅସାଧ୍ୟ କାର୍ଯ୍ୟ ସାଧନ କରିଥିଲେ ଏବଂ ଦେବଦାନବ ଯୁଦ୍ଧରେ ଦେବତାମାନଙ୍କ ପକ୍ଷରେ ଳଢ଼ିଥିଲେ ଏହାଙ୍କ ସ୍ତ୍ରୀଙ୍କ ପ୍ରେରିତ ଗୋଟିଏ ବିଷାକ୍ତ ପୋଷାକ ପିନ୍ଧି ଏ ମୃତ୍ୟୁମୁଖରେ ପତିତ ହେଲେ ଏବଂ ମୃତ୍ୟୁ ପରେ ସ୍ୱର୍ଗକୁ ଗଲେ]