ହରିଷେଣ Harisheṇa
- ସଂ. ବି. ପୁଂ — (ନାମ) ଇକ୍ଷ୍ୱାକୁ ବଂଶୀୟ ଜିନ ଚକ୍ରବର୍ତ୍ତି— ବିଶେଷ — Name of a pre Buddhist emperor of India of Ikahwāku dynasty
- ସଂ. ବି. ପୁଂ — (ନାମ) ଜଣେ ବିଖ୍ୟାତ ଜୈନପଣ୍ଡିତ (ବିଶ୍ୱକୋଷ) — Name of a famous Ja̲īna Pandit
- ସଂ. ବି. ପୁଂ — [ଦ୍ର— ଏ 1449 ଶକାବ୍ଦ ବା 1527 ଖ୍ରୀଷ୍ଟାବ୍ଦରେ 'ଜଗତସୁନ୍ଦରୀ ଯୋଗାମାଳା' ଗ୍ରନ୍ଥ ରଚନା କରିଥିଲେ—ବିଶ୍ୱକୋଷ] — [ଦ୍ର— ଏ1449ଶକାବ୍ଦ ବା1527ଖ୍ରୀଷ୍ଟାବ୍ଦରେ 'ଜଗତସୁନ୍ଦରୀ ଯୋଗାମାଳା' ଗ୍ରନ୍ଥ ରଚନା କରିଥିଲେ—ବିଶ୍ୱକୋଷ]
- ସଂ. ବି. ପୁଂ — (ନାମ) ବାରାଣସୀ ବାସୀ ଜଣେ ରାଜନୀତିଜ୍ଞ ପଣ୍ଡିତ — A learned author of Benares
- ସଂ. ବି. ପୁଂ — [ଦ୍ର— ରାଜନୀତି ସମ୍ବନ୍ଧେ ଖଣ୍ଡେ ସଂସ୍କୃତ ଗ୍ରନ୍ଥ ଏ ରଚନା କରି— ଥିଲେ—ବିଶ୍ୱକୋଷ]
- ସଂ. ବି. ପୁଂ — ବାକାଟକ ବଂଶୀୟ ଦେବ— ସେନଙ୍କ ପୁତ୍ର ମହାରାଜ (ବିଶ୍ୱକୋଷ) — Name of another Emporer, son of Debasena