ହରିଶ୍ଚନ୍ଦ୍ର ସାହୁ Hariṡchandra sāhu

  • ଦେ. ବି (ନାମ) — ଜଣେ ପ୍ରସିଦ୍ଧ ସ୍ୱର୍ଗତ ହିନ୍ଦି କବି, ଭାରତେନ୍ଦୁ ହରିଶ୍ଚନ୍ଦ୍ର — Late famous Hindi writer and author
  • ଦେ. ବି (ନାମ) — [ଦ୍ର—ଜନ୍ମ ଖ୍ରୀ. 1832 —ମୁତ୍ୟୁ 1859 । ଏହାଙ୍କ ପିତା ଗୋପାଳଚନ୍ଦ୍ର ସାହୁ ବନାରସରେ ବାସ କରୁଥିଲେ। ଏ ହନ୍ଦିରେ ଅନେକଗୁଡ଼ିଏ କବିତା, ଗ୍ରନ୍ଥ, ସାମୟିକ ପ୍ରସଙ୍ଗ ଓ ସମାଲୋଚନା ଲେଖି ହିନ୍ଦୀଭାଷୀମାନଙ୍କ ନିକଟରେ ସୁପରିଚିତ ହୋଇଥିଲେ। ଏହାଙ୍କ ପଦ୍ଯ ଓ ଗଦ୍ୟଗ୍ରନ୍ଥମାନଙ୍କ ସଂଖ୍ୟା ଶତାଧିକ ହେବ। ହିନ୍ଦିଭାଷାରେ ଏହାଙ୍କ ରଚିତ 'ସୁନ୍ଦରୀ ତିଳକ' 'କବିବଚନସୁଧା', 'ପ୍ରସିଦ୍ଧ ମହାତ୍ମାଙ୍କ ଜୀବନ' ଆଦି ଗ୍ରନ୍ଥ ଉଲ୍ଲେଖଯୋଗ୍ୟ। ଏ 'ହରିଶ୍ଚନ୍ଦ୍ରିକା' ନାମରେ ଖଣ୍ଡେ ହିନ୍ଦି ସମ୍ବାଦପତ୍ରର ଅନେକ ବର୍ଷ ସମ୍ପାଦକତ୍ୱ କରିଥିଲେ। ହିନ୍ଦି ସମ୍ବାଦପତ୍ରର ସମ୍ପାଦକମାନେ ଏହାଙ୍କୁ 'ଭାରତେନ୍ଦୁ' ଉପାଧି ଦେଇଥିଲେ। ଏହାଙ୍କର ଅନେକ— ଗୁଡ଼ିଏ ହିନ୍ଦିଗ୍ରନ୍ଥ ବିହାର ଓଡ଼ିଶା ଓ ଉତ୍ତର ଭାରତରେ ହିନ୍ଦି ପାଠ୍ୟପୁସ୍ତକ ରୂପେ ବ୍ଯବହୃତ ହେଉଅଛି। ସୁବଳଚନ୍ଦ୍ର] — [ଦ୍ର—ଜନ୍ମ ଖ୍ରୀ.1832—ମୁତ୍ୟୁ1859 ଏହାଙ୍କ ପିତା ଗୋପାଳଚନ୍ଦ୍ର ସାହୁ ବନାରସରେ ବାସ କରୁଥିଲେ ଏ ହନ୍ଦିରେ ଅନେକଗୁଡ଼ିଏ କବିତା, ଗ୍ରନ୍ଥ, ସାମୟିକ ପ୍ରସଙ୍ଗ ଓ ସମାଲୋଚନା ଲେଖି ହିନ୍ଦୀଭାଷୀମାନଙ୍କ ନିକଟରେ ସୁପରିଚିତ ହୋଇଥିଲେ ଏହାଙ୍କ ପଦ୍ଯ ଓ ଗଦ୍ୟଗ୍ରନ୍ଥମାନଙ୍କ ସଂଖ୍ୟା ଶତାଧିକ ହେବ ହିନ୍ଦିଭାଷାରେ ଏହାଙ୍କ ରଚିତ 'ସୁନ୍ଦରୀ ତିଳକ' 'କବିବଚନସୁଧା', 'ପ୍ରସିଦ୍ଧ ମହାତ୍ମାଙ୍କ ଜୀବନ' ଆଦି ଗ୍ରନ୍ଥ ଉଲ୍ଲେଖଯୋଗ୍ୟ ଏ 'ହରିଶ୍ଚନ୍ଦ୍ରିକା' ନାମରେ ଖଣ୍ଡେ ହିନ୍ଦି ସମ୍ବାଦପତ୍ରର ଅନେକ ବର୍ଷ ସମ୍ପାଦକତ୍ୱ କରିଥିଲେ ହିନ୍ଦି ସମ୍ବାଦପତ୍ରର ସମ୍ପାଦକମାନେ ଏହାଙ୍କୁ 'ଭାରତେନ୍ଦୁ' ଉପାଧି ଦେଇଥିଲେ ଏହାଙ୍କର ଅନେକ— ଗୁଡ଼ିଏ ହିନ୍ଦିଗ୍ରନ୍ଥ ବିହାର ଓଡ଼ିଶା ଓ ଉତ୍ତର ଭାରତରେ ହିନ୍ଦି ପାଠ୍ୟପୁସ୍ତକ ରୂପେ ବ୍ଯବହୃତ ହେଉଅଛି ସୁବଳଚନ୍ଦ୍ର]