ହରିହର ଚତୁରଙ୍ଗ Harihar chaturaṅga
- ଦେ ବି (ନାମ) — ସଂସ୍କୃତ ପୁସ୍ତକ ବିଶେଷ — Name of a book
- ଦେ ବି (ନାମ) — [ଦ୍ର—ଓଡ଼ଶାର ସ୍ୱାଧୀନ ରାଜା ପ୍ରତାପରୁଦ୍ର ଦେବଙ୍କ ସମୟରେ ଗୋଦାବରୀ ମିଶ୍ର ନାମରେ ଜନୈକ ପଣ୍ଡିତଙ୍କ ଦ୍ୱାରା ଏ ପୁସ୍ତକ ପ୍ରଣୀତ । ଏଥିରେ ରଥ, ଅଶ୍ୱ, ହସ୍ତୀ ପଦାତିକ ଓ ଧନୁର୍ବେଦ ବିଷୟ ବର୍ଣ୍ଣିତ ହୋଇଅଛି—ଜଗବନ୍ଧୁ, ପ୍ରାଚୀନ ଉତ୍କଳ]