ହରିଭାବୀ Haribhābī

  • ସଂ. ବିଣ (ହରି+ଭାବି ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ହରିଙ୍କ ସମ୍ବନ୍ଧେ ଭାବନାଶୀଳ; ଯେ ସର୍ବଦା ହରିଙ୍କ ବିଷୟ ଭାବନା କରୁଥାଏ; ହରିଭକ୍ତ (ମୁଗ୍ଧବୋଧ ବ୍ୟାକରଣ) — Always bent on contemplating God