ହରିମନ୍ଦିରା କାଟିବା Harimandirā kātibā

  • ଦେ. କ୍ରି — କପାଳରେ ହରିମନ୍ଦିର ତିଳକ ରେଖା ଅଙ୍କିତ କରିବା — To paint Harimandira figure on the forehead
  • ଦେ. କ୍ରି — (ଲକ୍ଷଣାର୍ଥ) ଚିତା କାଟିବା; କୌଣସି ବ୍ଯକ୍ତିକୁ ଠକିବା — (Figurative) To cheat a person