ହରିବ୍ୱୋଲ Haribbola

  • ଦେ. ବାକ୍ୟ (ଅବ୍ଯୟରୂପେ ବ୍ଯବହୃତ) (ଅର୍ଥ—ହେ ଉପସ୍ଥିତ ଭାଇମାନେ ତୁମ୍ଭେମାନେ 'ହରି' ଶବ୍ଦ ବୋଲ ବା ଉଚ୍ଚାରଣ କର) ନିଜେ 'ହରି' ନାମ ଉଚ୍ଚାରଣ କରି ପାର୍ଶ୍ୱସ୍ଥ ଅନ୍ୟମାନଙ୍କୁ 'ହରି' ନାମ ଉଚ୍ଚାରଣ କରିବା ପାଇଁ ଅନୁରୋଧ ମିଶ୍ରିତ ବାକ୍ୟ — Interjection for uttering the name of Hari and asking others present to do so
  • ଦେ. ବାକ୍ୟ (ଅବ୍ଯୟରୂପେ ବ୍ଯବହୃତ) (ହରିନାମ ଉଚ୍ଚାରଣପୂର୍ବକ ଜୟ ଜୟକାର ଧ୍ୱନି) ଜୟ ହରି! ଜୟ ହରି! — Hurrah!
  • ଦେ. ବାକ୍ୟ (ଅବ୍ଯୟରୂପେ ବ୍ଯବହୃତ) [ଉ—ହରିବୋଲ ଭାଇ ଗୋବିନ୍ଦ ବୋଲ; ଭାସିଲା ପଥର ବୁଡ଼ିଲା ସୋଲ—ଢଗ]
  • ବି — ହରିଧ୍ୱନି; ଉଚ୍ଚୈଃସ୍ୱରରେ ପୁନଃ ପୁନଃ ହରିନାମ ଉଚ୍ଚାରଣ; ହରିଙ୍କ ଜୟଧ୍ୱନି — Repeated utterance of the name of Hari
  • ବି — [ଦ୍ର— ପାଶ୍ଚାତ୍ୟମାନେ ଆନନ୍ଦ କୋଳାହଳ ଉପଲକ୍ଷରେ 'ହୁର୍ରେ' — (Hurrah),'ହିପ୍ ହିପ୍ ହୁର୍ରେ'(Hip Hip Hurrah!)
  • ବି — ଆଦି ଧ୍ୱନି କରନ୍ତି; କିନ୍ତୁ ଆମ୍ଭେମାନେ ଆନନ୍ଦ ପ୍ରକାଶ ସଙ୍ଗେ ସଙ୍ଗେ ହରିଙ୍କ ନାମ ଧରି 'ହରିବୋଲ୍' ଧ୍ୱନିକରୁଁ। ବହୁଲୋକ ସମାଗମରେ ଲୋକେ ରାଜାଆଦିଙ୍କର ମଙ୍ଗଳକାମନାକରି, ପ୍ରଭୁଙ୍କୁ ବର ପ୍ରାର୍ଥନାକରି, ଅତ୍ୟାଚାରୀ ଉପରେ ପ୍ରଭୁଙ୍କ କ୍ରୋଧକୁ ଆହ୍ୱାନ କରି 'ହରିବୋଲ' ଦିଅନ୍ତି। ଭାରତ ଅନ୍ଯାନ୍ୟ ଅଞ୍ଚଳରେ 'ହରିବୋଲ' ପରିବର୍ତ୍ତରେ ଲୋକେ ଜେଜେକାର ମଧ୍ୟ କରନ୍ତି।]