ହରିମନ୍ଥ Harimantha

  • ସଂ. ବି — ଗଣିକାରିକା; ଅଗବଥୁ (ଶବ୍ଦ ଚନ୍ଦ୍ରିକା) — Premna Serratifolia (tree)
  • ସଂ. ବି — ଚଣକ; ଚଣା (ରାଜନିର୍ଘଣ୍ଟ) — The chicken pea
  • ସଂ. ବି — ଦେଶ ବିଶେଷ (ଭରତ) — Name of a country