ହତଶିରୀ Hataṡirī
- ଦେ. ବିଣ. (ସଂ. ହତଶ୍ରୀ) — । ହତଶ୍ରୀ (ଦେଖ) — 1. Hatasrī (See)
- ଦେ. ବିଣ. (ସଂ. ହତଶ୍ରୀ) — [ଉ—ସକଳ ଦିଶେ ହତଶିରି, ଚଳ ଅଚଳ ବନଗିରି—ଜଗନ୍ନାଥ, ଭାଗବତ।]
- ଦେ. ବିଣ. (ସଂ. ହତଶ୍ରୀ) — ଲକ୍ଷ୍ମୀହୀନ — Shorn of prosperity
- ଦେ. ବିଣ. (ସଂ. ହତଶ୍ରୀ) — [ଉ— ଝଗଡ଼ା ଏକତା ନାଶକାରୀ, ଝାଉଁଲାଇ ଦିଏ ଶକ୍ତି କରେ ହତଶିରୀ; ଲୋ କୋଇଲି—ବାଳକୃଷ୍ଣ, ଅକାଳ କୋଇଲି।]
- ଦେ. ବିଣ. (ସଂ. ହତଶ୍ରୀ) — ଅତି ଅସୁନ୍ଦର; କୁତ୍ସିତ — Ugly
- ଦେ. ବିଣ. (ସଂ. ହତଶ୍ରୀ) — [ଉ—ହତଶିରୀ ଘରକୁ ପରପଞ୍ଚ କୁଣିଆ ବି ଯୋଗେ ମିଳିଲେ ଆସି—ଢଗ।]
- ଦେ. ବିଣ. (ସଂ. ହତଶ୍ରୀ) — ଲକ୍ଷ୍ମୀହୀନତା, ଦାରିଦ୍ର୍ୟ — Poverty
- ଦେ. ବିଣ. (ସଂ. ହତଶ୍ରୀ) — ଶୋଭାହୀନତା — Gracelessness; ugliness
- ଦେ. ବିଣ. (ସଂ. ହତଶ୍ରୀ) — [ଉ— ଦଣ୍ଡକେଶିରି, ଦଣ୍ଡକେ ହତଶୀରୀ—ଢଗ।]