ହତମ୍ଭନ୍ୱ Hatambhanwa

  • ଦେ. ବିଣ (ସଂ. ହତ ପ୍ରବନ୍ଧ ବା ହତ ପ୍ରଭାବ) — ହତ ବୁଦ୍ଧି; କିଂକର୍ତ୍ତବ୍ଯବିମୂଢ଼ — Bewildered
  • ଦେ. ବିଣ (ସଂ. ହତ ପ୍ରବନ୍ଧ ବା ହତ ପ୍ରଭାବ) — [ଦ୍ର—ଏହାର ମୁଳ ସଂସ୍କୃତ ଶବ୍ଦ ମିଳୁ ନାହିଁ; ଆଧୁନିକ ବଙ୍ଗୀୟ ଲେଖକମାନେ ବହୁଶଃ ଏ ଶବ୍ଦମାନ ଓ ହତଭମ୍ବ ଆଦି ଶବ୍ଦ ବ୍ଯବହାର କରୁଅଛନ୍ତି ଓ ତାଙ୍କ ଦେଖାଦେଖି ଓଡ଼ିଆ ସାହିତ୍ୟରେ ଏ ଶବ୍ଦମାନ ଚଳିଲାଣି।]