ହତଶ୍ରୀ Hataṡrī
- ସଂ, ବିଣ. ପୁଂ ଓ ସ୍ତ୍ରୀ (ହତ+ଶ୍ରୀ; ବହୁବ୍ରୀହି) — ନଷ୍ଟଶ୍ରୀ; ଶ୍ରୀହୀନ; ଶୋଭାହୀନ — Bereft of grace
- ସଂ, ବିଣ. ପୁଂ ଓ ସ୍ତ୍ରୀ (ହତ+ଶ୍ରୀ; ବହୁବ୍ରୀହି) — ଅତି ଅସୁନ୍ଦର — Very ugly
- ସଂ, ବିଣ. ପୁଂ ଓ ସ୍ତ୍ରୀ (ହତ+ଶ୍ରୀ; ବହୁବ୍ରୀହି) — ଲକ୍ଷ୍ମୀହୀନ; ଅତି ଗରିବ — very poor; bereft of riches; indigent
- ସଂ, ବିଣ. ପୁଂ ଓ ସ୍ତ୍ରୀ (ହତ+ଶ୍ରୀ; ବହୁବ୍ରୀହି) — ଯେ ଲକ୍ଷ୍ମୀବନ୍ତ ଥିଲା, ବର୍ତ୍ତମାନ ଲକ୍ଷ୍ମୀହୀନ ହୋଇଅଛି — Reduced to penury