ହତଶ୍ରଦ୍ଧ Hataṡraddha

  • ସଂ. ବିଣ. ପୁଂ (ବହୁବ୍ରୀହି; ହତ+ଶ୍ରଦ୍ଧା+ଅ) — ବୀତଶ୍ରଦ୍ଧ; ଯାହାର ମନରୁ ଅନ୍ୟ ବ୍ଯକ୍ତି ବା ବିଷୟ ପ୍ରତି ପୋଷିତ ଶ୍ରଦ୍ଧା ଲୁପ୍ତ ହୋଇଅଛି — Having lost one's affection or attachment to anything. or person