ହକିଅତି Hakiati

  • ବୈଦେ. (ଆ) ବି. (କଚିରିଆ) (ଆ. ହକିୟତ୍) — ଭୂସମ୍ପତ୍ତି — Landed property
  • ବୈଦେ. (ଆ) ବି. (କଚିରିଆ) (ଆ. ହକିୟତ୍) — ସମ୍ପତ୍ତି — Property
  • ବିଣ — ହକିଅତ୍ ସମ୍ବନ୍ଧୀୟ — Relating to title in property