ହକାଲିବା Hakālibā

  • ପ୍ରାଦେ. (ଖଡ଼ିଆଲ) କ୍ରି — ତଡ଼ିବା — To drive away; to expel
  • ପ୍ରାଦେ. (ଖଡ଼ିଆଲ) କ୍ରି — ଗାଡ଼ିରେ ଲାଗିଥିବା ବଳଦମାନଙ୍କୁ ଚଳାଇବା — To drive the bullocks yoked to a cart