ହକିଅତି ମୋକଦମା, ହକିଅତି ମୋକଦ୍ଦମା Hakiati mokada(dda)mā

  • ବୈଦେ. ବି (କଚିରିଆ) — ଦୁଇ ପକ୍ଷଙ୍କ ମଧ୍ୟରୁ ସମ୍ପତ୍ତିରେ (ବିଶେଷତଃ ଭୂସମ୍ପତ୍ତିରେ) କେଉଁ ପକ୍ଷର ସ୍ୱତ୍ୱ ଅଛି, ଏହା ବିଚାର କରାଯିବା ପାଇଁ ଉପସ୍ଥାପିତ ମକଦ୍ଦମା — Title suit; suit for declaration of title to a property as between two contending parties