ହକାହକି Hakāhaki

  • ଦେ. ବି [ସଂ. ହକ୍କାର=ଆହ୍ୱାନ] — ଡାକହାକ; ବହୁଥର ଆହ୍ୱାନ — Several calls
  • ଦେ. ବି [ସଂ. ହକ୍କାର=ଆହ୍ୱାନ] — ଡକାଡକି; ପରସ୍ପରକୁ ଡାକିବା — Calling each other