ସ୍ୱରିତ Swarita
- ସଂ. ବିଣ— (ସ୍ୱର=ଗୀତ ଧ୍ୱନି+ଯୁକ୍ତାର୍ଥେ ଇତ) — ସ୍ୱର- ଯୁକ୍ତ — Accompanied with sound
- ସଂ. ବିଣ— (ସ୍ୱର=ଗୀତ ଧ୍ୱନି+ଯୁକ୍ତାର୍ଥେ ଇତ) — ଉଚ୍ଚାରିତ — Uttered
- ସଂ. ବିଣ— (ସ୍ୱର=ଗୀତ ଧ୍ୱନି+ଯୁକ୍ତାର୍ଥେ ଇତ) — (ସ୍ୱର୍ ଧାତୁ+କର୍ମ ତ)— ଆକ୍ଷିପ୍ତ — Abused; overthrown
- ସଂ. ବି — ଉଦାତ୍ତ ଓ ଅନୁଦାତ୍ତର ମଧ୍ୟବର୍ତ୍ତୀ ସ୍ୱର; ମଧ୍ୟମରୂପେ ଉଚ୍ଚାରିତ ସ୍ୱର — The middle or intermediate tone in music
- ସଂ. ବି — [ଦ୍ର—ଏହା ଅତି ଉଚ୍ଚ (ଉଦାତ୍ତ) ବା ଅତି କ୍ଷୀଣ (ଅନୁଦାତ୍ତ) ନୁହେଁ।]