ସ୍ୱରାଷ୍ଟ୍ର Swarāshṭra

  • ସଂ. ବି. — 1 ରାଜାଙ୍କର ନିଜରାଜ୍ୟ — 1ରାଜାଙ୍କର ନିଜରାଜ୍ୟ—1. A king's own kingdom
  • ସଂ. ବି. — 2 ପ୍ରାଚୀନ ସୌରାଷ୍ଟ୍ର ଦେଶର ଏକ ନାମ (ହି. ଶ.) — 2ପ୍ରାଚୀନ ସୌରାଷ୍ଟ୍ର ଦେଶର ଏକ ନାମ (ହି. ଶ.)—2. A name of ancient Sa̲u̲rastra.3 ତାମସ ମନୁଙ୍କ ପିତାଙ୍କ ନାମ (ହି.ଶ.)—3. Name of the father of Tāmasa Manu
  • ସଂ. ବି. — ତାମସ ମନୁଙ୍କ ପିତାଙ୍କ ନାମ (ହି.ଶ.) — Name of the father of Tāmasa Manu