ସ୍ୱରୀ Swarī

  • ଗ୍ରା. ବି. ସ୍ତ୍ରୀ (ନାମ) — ସରସ୍ୱତୀର ଡାକ ନାମ — Nick name of Swaraswatī
  • ଗ୍ରା. ବି. ସ୍ତ୍ରୀ (ନାମ) — ସୋରା; ମାଳର ସରା — String of necklace etc