ସ୍ୱରୁ Swaru

  • ସଂ. ବି (ସ୍ୱୃ ଧାତୁ+କର୍ତ୍ତୃ. ଉ) — ବଜ୍ର (ଅମର) — Thunder; thunderbolt
  • ସଂ. ବି (ସ୍ୱୃ ଧାତୁ+କର୍ତ୍ତୃ. ଉ) — କ୍ଷୂପଖଣ୍ଡ (ମେଦିନୀ) — A piece of sacrificial log
  • ସଂ. ବି (ସ୍ୱୃ ଧାତୁ+କର୍ତ୍ତୃ. ଉ) — (+ ଅଧି. ଉ) ଯଜ୍ଞ; (ମେଦିନୀ) — Vedic sacrifice
  • ସଂ. ବି (ସ୍ୱୃ ଧାତୁ+କର୍ତ୍ତୃ. ଉ) — ବେଧନାସ୍ତ୍ର — A drill; anger
  • ସଂ. ବି (ସ୍ୱୃ ଧାତୁ+କର୍ତ୍ତୃ. ଉ) — ଶର (ମେଦିନୀ), ବାଣ — Arrow
  • ସଂ. ବି (ସ୍ୱୃ ଧାତୁ+କର୍ତ୍ତୃ. ଉ) — ସୂର୍ଯ୍ୟ— ରଶ୍ମି; ଖରା (ଶବ୍ଦ କଳ୍ପଦ୍ରୁମ) — Sun's rays; sunbeam
  • ସଂ. ବି (ସ୍ୱୃ ଧାତୁ+କର୍ତ୍ତୃ. ଉ) — ବୃଶ୍ଚିକ ଭେଦ (ଶବ୍ଦ କଳ୍ପଦ୍ରୁମ) — A kind of scorpion