ସ୍ୱରାଜୀ Swarajī

  • ଦେ. ବି — ନିଜର ରାଜି ବା ସମ୍ମତି; ନିଜର ସ୍ୱାଧୀନ ସମ୍ମତି — One's free consent; consent obtained from a person without coercion
  • ଦେ. ବିଣ — ସ୍ୱରାଜିଆ (ଦେଖ) — Swājiā (See)