ସ୍ୱରାଜିଆ Swarājiā

  • ଦେ. ବିଣ. (ସଂ. 'ସ୍ୱରାଜ୍ୟ' ରୁ ଉତ୍ପନ୍ନ ଦେଶୀୟ 'ସ୍ୱରାଜ' ଶବ୍ଦ ସଙ୍ଗେ ଦେଶୀୟ 'ଇୟା' ପ୍ରତ୍ୟୟ ଏବଂ ଇଂରାଜୀ ଇଷ୍ଟ 'ist' ପ୍ରତ୍ୟୟ ନିଷ୍ପନ୍ନ ପଦ) — ସ୍ୱରାଜ ଦଳ ସମ୍ବନ୍ଧୀୟ — Relating to the Swarāj party
  • ଦେ. ବିଣ. (ସଂ. 'ସ୍ୱରାଜ୍ୟ' ରୁ ଉତ୍ପନ୍ନ ଦେଶୀୟ 'ସ୍ୱରାଜ' ଶବ୍ଦ ସଙ୍ଗେ ଦେଶୀୟ 'ଇୟା' ପ୍ରତ୍ୟୟ ଏବଂ ଇଂରାଜୀ ଇଷ୍ଟ 'ist' ପ୍ରତ୍ୟୟ ନିଷ୍ପନ୍ନ ପଦ) — ସ୍ୱରାଜ ଦଳଭୁକ୍ତ — Belonging to the Swarāj party;
  • ଦେ. ବି — ସ୍ୱରାଜ ମତାବଲମ୍ବୀ ବ୍ଯକ୍ତି — A Swarājist; a person who is a member of the Swaraj party