ସ୍ରାବୀ Srābī

  • ସଂ. ବିଣ. ପୁଂ.—(ସ୍ରୁ ଧାତୁ ଣିଚ ସ୍ରାବି ଧାତୁ+କର୍ତ୍ତୃ ଇନ; ସ୍ରାବିନ୍ 1 ମା. 1 ବ) — ଯାହା ସ୍ରାବ କରାଏ — Causing to flow
  • ସଂ. ବିଣ. ପୁଂ.—(ସ୍ରୁ ଧାତୁ ଣିଚ ସ୍ରାବି ଧାତୁ+କର୍ତ୍ତୃ ଇନ; ସ୍ରାବିନ୍ 1 ମା. 1 ବ) — ଯହିଁରୁ ଝରୁଥାଏ — From which something is oozing out