ସ୍ରାଗ Srāga

  • ଗ୍ରା. ବି (ପଦ୍ଯ) (ସଂ—ସରାଗ) — ସ୍ନେହ; ଅନୁରାଗ; ସୁହାଗ — Love; affection
  • ଗ୍ରା. ବି (ପଦ୍ଯ) (ସଂ—ସରାଗ) — [ଉ—ପତ୍ନୀଠାରେ ଗୁରସ୍ତର ନ ଥାଏ କି ସ୍ରାଗ। ପୀତାମ୍ବର. ନୃସିଂହ ପୁରାଣ]