ସ୍ରିଜିବା Srijiba

  • ଦେ. କ୍ରି (ପ୍ରାଚୀନ ପ୍ରୟୋଗ) — ସର୍ଜନା କରିବା — To create
  • ଦେ. କ୍ରି (ପ୍ରାଚୀନ ପ୍ରୟୋଗ) — [ଉ—ସ୍ରିଜି ପାଳିଣ କରେ ଅନ୍ତ, ରହିଣ ଆତ୍ମାର ସଙ୍ଗତ—ପ୍ରାଚୀ, ନିର୍ଗୁଣ ମାହାତ୍ମ୍ୟ।]