ସ୍ରାବ Srāba
- ସଂ. ବି [ସ୍ରୁ ଧାତୁ+ଭାବ ଅ] — ସ୍ରାବ; କ୍ଷରଣ — Oozing
- ସଂ. ବି [ସ୍ରୁ ଧାତୁ+ଭାବ ଅ] — ବୋହିବା — Flow; discharged
- ସଂ. ବି [ସ୍ରୁ ଧାତୁ+ଭାବ ଅ] — ପତନ — Falling down
- ସଂ. ବି [ସ୍ରୁ ଧାତୁ+ଭାବ ଅ] — ଭ୍ରଂଶ; ବିଚ୍ୟୁତି — Dropping down; slipping
- ସଂ. ବି [ସ୍ରୁ ଧାତୁ+ଭାବ ଅ] — ପ୍ରସବ ପରେ 3/4 ଦିନ ପର୍ଯ୍ୟନ୍ତ ପ୍ରସୂତିଙ୍କ ଜନନେନ୍ଦ୍ରିୟରୁ ବାହାରିବା ନାଲି ରଙ୍ଗର ଜଳୀୟ ବସ୍ତୁ (ଏହା କ୍ରମେ କ୍ରମେ ଫକା ଓ କିଛିଦିନ ପରେ ସାଦା ରଙ୍ଗ ହୋଇଯାଏ। ରାଜକିଶୋର— ପ୍ରସୂତିଚର୍ଯ୍ୟା) — ପ୍ରସବ ପରେ3/4ଦିନ ପର୍ଯ୍ୟନ୍ତ ପ୍ରସୂତିଙ୍କ ଜନନେନ୍ଦ୍ରିୟରୁ ବାହାରିବା ନାଲି ରଙ୍ଗର ଜଳୀୟ ବସ୍ତୁ (ଏହା କ୍ରମେ କ୍ରମେ ଫକା ଓ କିଛିଦିନ ପରେ ସାଦା ରଙ୍ଗ ହୋଇଯାଏ ରାଜକିଶୋର— ପ୍ରସୂତିଚର୍ଯ୍ୟା)—. Lochia
- ସଂ. ବି [ସ୍ରୁ ଧାତୁ+ଭାବ ଅ] — ଗର୍ଭପାତ (ହି. ଶ.) — Miscarriage
- ସଂ. ବି [ସ୍ରୁ ଧାତୁ+ଭାବ ଅ] — (+କର୍ତ୍ତୃ. ଅ) ନିର୍ଯ୍ୟାସ; ବହୁଥିବା ରସ (ହି. ଶ.) — Exuded juice