ସ୍ଫୋଟନୀ Sphoṭanī

  • ସଂ. ବି (ସ୍ଫୋଟି ଧାତୁ+କରଣ ଅନ+ଈ) — ବେଧନୀ; ମଣି ଶଙ୍ଖ ରତ୍ନାଦି ଫୋଡ଼ିବା ଯନ୍ତ୍ର; ଫୋଡ଼ଣୀ. — Auger; drilling instrument
  • ସଂ. ବି (ସ୍ଫୋଟି ଧାତୁ+କରଣ ଅନ+ଈ) — ବଢ଼େଇଙ୍କ ଭଅଁର — Carpenter's bit; auger