ସ୍ଫୋଟା Sphoṭā

  • ସଂ. ବି (ସ୍ଫଟ୍ ଧାତୁ+କର୍ତ୍ତୃ. ଅ+ଆ) — ସର୍ପର ଫଣା — The expanded hood of a serpent
  • ସଂ. ବି (ସ୍ଫଟ୍ ଧାତୁ+କର୍ତ୍ତୃ. ଅ+ଆ) — ଶୁକ୍ଳ ଶାରିବା; ଧଳା ଅନନ୍ତମୂଳ (ହି. ଶ.) — The white-rooted variety of Hemidesmus Indicus