ସ୍ଫୋଟକ Sphotaka
- ସଂ. ବି—(ସ୍ଫଟ୍ ଧାତୁ+କର୍ତ୍ତୃ. ଅକ) — ଫୋଟକା — Blister
- ସଂ. ବି—(ସ୍ଫଟ୍ ଧାତୁ+କର୍ତ୍ତୃ. ଅକ) — ବ୍ରଣ; ବଥ — Boil
- ସଂ. ବି—(ସ୍ଫଟ୍ ଧାତୁ+କର୍ତ୍ତୃ. ଅକ) — ବିସ୍ଫୋଟକ — Eruptions on the skin
- ସଂ. ବି—(ସ୍ଫଟ୍ ଧାତୁ+କର୍ତ୍ତୃ. ଅକ) — ଆବୁ — Tumour
- ସଂ. ବି—(ସ୍ଫଟ୍ ଧାତୁ+କର୍ତ୍ତୃ. ଅକ) — ଭଲ୍ଲାତକ, ଭାଲିଆ (ହି. ଶ.) — Marking nut
- ସଂ. ବି—(ସ୍ଫଟ୍ ଧାତୁ+କର୍ତ୍ତୃ. ଅକ) — [ଦ୍ର—ଏହା ଦେହରେ ଲାଗିଲେ ଦେହରେ ସ୍ଫୋଟକ ବାହାରେ।]
- ସଂ. ବିଣ (ସ୍ଫୁଟ୍ ଧାତୁ+କର୍ତ୍ତୃ. ଅକ) — ଭେଦକ — Piercing
- ସଂ. ବିଣ (ସ୍ଫୁଟ୍ ଧାତୁ+କର୍ତ୍ତୃ. ଅକ) — ପରିହାସକ — Jesting