ସ୍ଫୁଟ ଫଳ Sphuṭa phaḻa

  • ସଂ. ବି—(ବହୁବ୍ରୀହି; ଯାହାର ଫଳ ପାଚିଲେ ଫାଟିଯାଏ) — ତୁମ୍ବୁରୁ (ହି. ଶ.); ଏକପ୍ରକାର ନାରଙ୍ଗ — Anthoxylum Alatum (tree)