ସ୍ତ୍ରୀ Strī

  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — ନାରୀ; ପୁରୁଷର ବିପରୀତ ଲିଙ୍ଗ ଓ ଲକ୍ଷଣ (ସ୍ତନ, ଯୋନ୍ୟାଦି) ବିଶିଷ୍ଟ ବ୍ଯକ୍ତି — Woman
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — ପୁରୁଷର ବିପରୀତ ଜାତୀୟ ଜୀବ — Female animal
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — ଭାର୍ଯ୍ୟା; ପତ୍ନୀ — Wife
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — [ଦ୍ର—ସ୍ତ୍ରୀ ଶବ୍ଦର ପର୍ଯ୍ଯାୟ—ଯୋଷିତ୍, ସୀମନ୍ତିନୀ, ବଧୁ, ପ୍ରତୀପଦର୍ଶିନୀ, ବାମା, ବନିତା, ମହିଳା, ପ୍ରିୟା, ରାମା, ଜନି, ଜନୀ, ଯୋଷିତା ବନିକା, ମହେଳିକା, ମହେଳା, ଶର୍ବରୀ, ସିନ୍ଦୁରତିଳକା, ସୁଭ୍ରୂ, ସୁନୟନା, ବାମଦୃକ୍, ଅଙ୍ଗନା, ଲଳନା, କାନ୍ତା, ପୁରନ୍ଧ୍ରୀ, ବରବର୍ଣ୍ଣିନୀ, ସୁତନୁ, ତନ୍ୱୀ, ତନୁ, କାମିନୀ, ତନ୍ୱଙ୍ଗୀ, ରମଣୀ, କୁରଙ୍ଗନୟନା, ଭୀରୁ, ଭାବିନୀ ବିଳାସିନୀ, ନିତମ୍ବିନୀ, ମତ୍ତକାସିନୀ, ସୁନେତ୍ରା, ପ୍ରମଦା, ଅଞ୍ଚିତଭ୍ରୂ, ଲଳିତା, ବାସିତା, ଭାମିନୀ, ବରାରୋହା, ନତାଙ୍ଗୀ, ତ୍ରିନତା, ବରା, ଶ୍ୟାମା, ଚାରୁବର୍ଦ୍ଧନା ।
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — କାମାଶାସ୍ତ୍ରରେ ସ୍ତ୍ରୀମାନଙ୍କ 4 ଶ୍ରେଣୀରେ ବିଭକ୍ତ କରାଯାଇଅଛି। — କାମାଶାସ୍ତ୍ରରେ ସ୍ତ୍ରୀମାନଙ୍କ4ଶ୍ରେଣୀରେ ବିଭକ୍ତ କରାଯାଇଅଛି
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — ପଦ୍ମିନୀ:— ଭବତି କମଳାନେତ୍ରା, ନାସିକା କ୍ଷୁଦ୍ର ରନ୍ଧ୍ରା ଅବିରଳକୁଚଯୁଗ୍ମା, ଦୀର୍ଘକେଶୀ, କୁଶାଙ୍ଗୀ। ମୃଦୁବଚନ ସୁଶୀଳା, ନୃତ୍ୟଗୀତାନୁରକ୍ତା ସକଳତନୁସୁବେଶା ପଦ୍ମିନୀ ପଦ୍ମଗନ୍ଧା। ପଦ୍ମିନୀ—ପଦ୍ମଗନ୍ଧା; ଶଶକଜାତୀୟ ପୁରୁଷ ଏହାଙ୍କର ଯୋଗ୍ୟ ।
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — ଚିତ୍ରିଣୀ:— ଭବତି ରତିରସଜ୍ଞା ନାତିଦୀର୍ଘା ନ ଖର୍ବା ତିଳକୁସୁମସୁନାସା ସ୍ନିଗ୍ଧଦେହୋତ୍ପଳାକ୍ଷୀ। କଠିନ ଘନକୁଚାଢ୍ୟା ସୁନ୍ଦରା ସା ସୁଶୀଳା ସକଳ ଗୁଣବିଚିତ୍ରା ଚିତ୍ରିଣୀ ଚିତ୍ରବକ୍ତ୍ରା। ଚିତ୍ରିଣୀ—ମୀନଗନ୍ଧା; ମୃଗଜାତୀୟ ପୁରୁଷ ଏହାଙ୍କ ଯୋଗ୍ୟ ।
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — ଶଙ୍ଖିନୀ:— ଦୀର୍ଘା ସୁଦୀର୍ଘନୟନା ବରସୁନ୍ଦରୀ ଯା କାମୋପଭୋଗରସିକା ଗୁଣଶୀଳଯୁକ୍ତା। ରେଖାତ୍ରୟେଣ ଚ ବିଭୂଷିତକଣ୍ଠଦେଶା ସମ୍ଭୋଗକେଳିରସିକା କିଳ ଶଙ୍ଖିନୀ ସା। ଶଙ୍ଖିନୀ—କ୍ଷାରଗନ୍ଧା; ବୃଷଭଜାତୀୟ ପୁରୁଷ ଏହାଙ୍କର ଯୋଗ୍ୟ।
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — ହସ୍ତିନୀ:— ସ୍ଥୂଳାଧରା ସ୍ଥୂଳନିତମ୍ବଭାଗା ସ୍ଥୂଳଙ୍ଗୁଳି ସ୍ଥୂଳକୁଚା ସୁଶୀଳା । କାମୋତ୍ସୁକା ଗାଢ଼ରତିପ୍ରିୟାଚ ନିତମ୍ବଖର୍ବା ଖଳୁ ହସ୍ତିନୀ ସ୍ୟାତ୍ । ହସ୍ତିନୀ—ମଦଗନ୍ଧା; ଅଶ୍ୱଜାତୀୟ ପୁରୁଷ ଏହାଙ୍କର ଯୋଗ୍ୟ ।
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — ସ୍ତ୍ରୀମାନେ ଋତୁମତୀ ହେବା ପୂର୍ବେ ବାଳିକା ଓ ଋତୁମତୀ ହେବାଠାରୁ 16 ବର୍ଷ ପର୍ଯ୍ୟନ୍ତ ବାଳା, 30 ବର୍ଷ ପର୍ଯ୍ୟନ୍ତ ତରୁଣୀ, 55 ବର୍ଷ ପର୍ଯ୍ୟନ୍ତ ପୌଢ଼ା ଓ ତତ୍ପରେ ବୃଦ୍ଧା ହୁଅନ୍ତି ।] — ସ୍ତ୍ରୀମାନେ ଋତୁମତୀ ହେବା ପୂର୍ବେ ବାଳିକା ଓ ଋତୁମତୀ ହେବାଠାରୁ16ବର୍ଷ ପର୍ଯ୍ୟନ୍ତ ବାଳା,30ବର୍ଷ ପର୍ଯ୍ୟନ୍ତ ତରୁଣୀ,55ବର୍ଷ ପର୍ଯ୍ୟନ୍ତ ପୌଢ଼ା ଓ ତତ୍ପରେ ବୃଦ୍ଧା ହୁଅନ୍ତି ]
  • ସଂ. ବି. ସ୍ତ୍ରୀ (ସ୍ତ୍ୟୈ ଧାତୁ+କର୍ମ ର+ସ୍ତ୍ରୀ ଈ) — (ସାଙ୍କେତିକ)—ସ୍ତ୍ରୀଲିଙ୍ଗାନ୍ତ ଶବ୍ଦର ସାଙ୍କେତିକ ଚିହ୍ନ — Abbreviation for words of female gender