ସ୍ତ୍ୟାନ Styāna

  • ସଂ. ବିଣ—(ସ୍ତୈ ଧାତୁ = ଶବ୍ଦ କରିବା+କର୍ତ୍ତୃ. ତ) — ଧ୍ୱନି— କାରକ (ମୁଗ୍ଧବୋଧ) — Making a sound
  • ସଂ. ବିଣ—(ସ୍ତୈ ଧାତୁ = ଶବ୍ଦ କରିବା+କର୍ତ୍ତୃ. ତ) — ସଂହତିକର୍ତ୍ତା — Heaping up; gathering together
  • ସଂ. ବିଣ—(ସ୍ତୈ ଧାତୁ = ଶବ୍ଦ କରିବା+କର୍ତ୍ତୃ. ତ) — (+କର୍ମ ତ) ନିବିଡ଼; ଘନ — Dense
  • ସଂ. ବିଣ—(ସ୍ତୈ ଧାତୁ = ଶବ୍ଦ କରିବା+କର୍ତ୍ତୃ. ତ) — ସଂହତ — Heaped up
  • ସଂ. ବିଣ—(ସ୍ତୈ ଧାତୁ = ଶବ୍ଦ କରିବା+କର୍ତ୍ତୃ. ତ) — ମିଳିତ — Joined together; mixed up
  • ସଂ. ବିଣ—(ସ୍ତୈ ଧାତୁ = ଶବ୍ଦ କରିବା+କର୍ତ୍ତୃ. ତ) — ଆଶ୍ୟାନ; ଶୁଷ୍କ ଓ ଚଟଚଟିଆ — Dry & Sticky; resinous
  • ସଂ. ବିଣ—(ସ୍ତୈ ଧାତୁ = ଶବ୍ଦ କରିବା+କର୍ତ୍ତୃ. ତ) — ମସୃଣ; ସ୍ନିଗ୍ଧ — Oily; smooth
  • ସଂ. ବିଣ—(ସ୍ତୈ ଧାତୁ = ଶବ୍ଦ କରିବା+କର୍ତ୍ତୃ. ତ) — ସ୍ଥୂଳ — Thick
  • ସଂ. ବିଣ—(ସ୍ତୈ ଧାତୁ = ଶବ୍ଦ କରିବା+କର୍ତ୍ତୃ. ତ) — ଧ୍ୱନିତ; ଶବ୍ଦିତ — Echoed; sounded
  • ବି — (+ଭାବ. ତ) ଶବ୍ଦ — Sound
  • ବି — ନିବିଡ଼ତ୍ୱ (ବିଶ୍ୱ. ମେଦିନୀ) — Density
  • ବି — ଘନତ୍ୱ — Thickness