ସ୍ତ୍ରିୟମ୍ମନ୍ୟ Striyammanya

  • ସଂ. ବିଣ. ପୁଂ (ସ୍ତ୍ରିୟଂ=ସ୍ତ୍ରୀକୁ+ମନ ଧାତୁ+କର୍ତ୍ତୃ. ଯ) — ଯେଉଁ ପୁରୁଷ ଆପଣାକୁ ସ୍ତ୍ରୀ ବୋଲି ଜ୍ଞାନ କରେ (ହି. ଶ) — (a male) Thinking himself to be a female