ସ୍ତ୍ରୀ ଗ୍ରହ Srtīgraha

  • ସଂ. ବି — ଜ୍ୟୋତିଷମତରେ ବୁଧ, ଚନ୍ଦ୍ର ଓ ଶୁକ୍ର — The planets mercury, moon and venus
  • ସଂ. ବି — [ଦ୍ର—ଜ୍ୟୋତିଷମତରେ ବୁଧ, ଚନ୍ଦ୍ର ଓ ଶୁକ୍ର ସ୍ତ୍ରୀଗ୍ରହ; ଜାତକରେ ଲଗ୍ନର ପଞ୍ଚମ ସ୍ଥାନରେ ସ୍ତ୍ରୀଗ୍ରହଙ୍କ ଅବସ୍ଥିତି ବା ଦୃଷ୍ଟି ଥିଲେ ସ୍ତ୍ରୀସନ୍ତାନ ହୁଏ ଓ ପୁରୁଷର ଲଗ୍ନରେ ସ୍ତ୍ରୀଗ୍ରହ ଥିଲେ ଉକ୍ତ ପୁରୁଷ ସ୍ତ୍ରୀସ୍ୱଭାବବିଶିଷ୍ଟ ହୁଏ— ହି. ଶ]