ସୋମ ମଖ Soma makha
- ସଂ. ବି — ସୋମଲତା ରସ ପାନାଙ୍ଗକ ତ୍ରୈବାର୍ଷିକ ଯଜ୍ଞବିଶେଷ — A sort of vedic sacrifice
- ସଂ. ବି — [ଦ୍ର— ବ୍ରହ୍ମବୈବର୍ତ୍ତ ପୁରାଣରେ କୃଷ୍ଣଜନ୍ମଖଣ୍ଡ 60 ଅଧ୍ୟାୟରେ ବ୍ରହ୍ମ— ଯାଗର ବିଧି ବର୍ଣ୍ଣିତ ହୋଇଅଛି। ଏହି ଯଜ୍ଞଦ୍ୱାରା ବ୍ରହ୍ମ— ହତ୍ୟା ପାପ ମୋଚନ ହୁଏ। ଯାଜକ ପ୍ରଥମ ବର୍ଷ ସୋମଲତା ରସ ପାନ, ଦ୍ୱିତୀୟ ବର୍ଷ କେବଳ ଫଳ ଭୋଜନ ଓ ତୃତୀୟ ବର୍ଷ କେବଳ ଜଳପାନ କରି ଏ ଯୋଗ 3 ବର୍ଷ ପୁରୁଣା ଧାନ ଘରେ ବ୍ଯୟିତ ନ ହୋଇ ସଞ୍ଚିତ ଥିବ, ସେ ଏହି ଯାଗ କରି 3 ବର୍ଷ ସଞ୍ଚିତ ଧାନକୁ ଅନ୍ନ ଓ ଦକ୍ଷିଣାରୂପ ବାଣ୍ଟିବେ।] — [ଦ୍ର— ବ୍ରହ୍ମବୈବର୍ତ୍ତ ପୁରାଣରେ କୃଷ୍ଣଜନ୍ମଖଣ୍ଡ60ଅଧ୍ୟାୟରେ ବ୍ରହ୍ମ— ଯାଗର ବିଧି ବର୍ଣ୍ଣିତ ହୋଇଅଛି ଏହି ଯଜ୍ଞଦ୍ୱାରା ବ୍ରହ୍ମ— ହତ୍ୟା ପାପ ମୋଚନ ହୁଏ ଯାଜକ ପ୍ରଥମ ବର୍ଷ ସୋମଲତା ରସ ପାନ, ଦ୍ୱିତୀୟ ବର୍ଷ କେବଳ ଫଳ ଭୋଜନ ଓ ତୃତୀୟ ବର୍ଷ କେବଳ ଜଳପାନ କରି ଏ ଯୋଗ3ବର୍ଷ ପୁରୁଣା ଧାନ ଘରେ ବ୍ଯୟିତ ନ ହୋଇ ସଞ୍ଚିତ ଥିବ, ସେ ଏହି ଯାଗ କରି3ବର୍ଷ ସଞ୍ଚିତ ଧାନକୁ ଅନ୍ନ ଓ ଦକ୍ଷିଣାରୂପ ବାଣ୍ଟିବେ]