ସୋମ ବୃକ୍ଷ Soma bṛuksha

  • ସଂ. ବି — କଟ୍ ଫଳବୃକ୍ଷ; କାଫଡ଼ ଗଛ (ରତ୍ନମାଳା) — Myrica Sapida (tree)
  • ସଂ. ବି — ଶ୍ୱେତ ଖଦିର (ରାଜିନିର୍ଘଣ୍ଟ); ପାକଡ଼ା ଖଇର — The white variety of catechu