ସେଣ୍ଟ୍ Seṇt
- ବୈଦେ. ବି (ଇଂ) — ସାଧୁବ୍ଯକ୍ତି; ମହାତ୍ମା; ଖ୍ରୀଷ୍ଟାନ୍ ଶାସ୍ତ୍ର ଲିଖିତ ଧର୍ମପ୍ରାଣ ବ୍ଯକ୍ତି, ଯେ ଧର୍ମରକ୍ଷାର୍ଥ ପ୍ରାଣ ଦେବା ପାଇଁ କୁଣ୍ଠିତ ହୁଅନ୍ତି ନାହିଁ — Saint
- ବୈଦେ. ବି (ଇଂ) — (ଯଥା— ସେଣ୍ଟ୍ ପଲ, ସେଣ୍ଟ ପିଟର, ସେଣ୍ଟ୍ ଜର୍ଜ।)
- ବୈଦେ. ବି (ଇଂ) — (ଲାଟିନ୍ ସେଣ୍ଟ୍=ଶତ)—ସିଂହଳ ଆଦି ଦେଶ ପ୍ରଚଳିତ ରୌପ୍ୟମୁଦ୍ରାର ଶତାଂଶ ମୂଲ୍ୟର ତାମ୍ର ମୁଦ୍ରା — Cent; a copper coin representing, 1/100 of a rupee
- ବୈଦେ. ବି (ଇଂ) — ଆମେରିକା ଇଉନାଇଟେଡ଼୍ ଷ୍ଟେଟସ୍ ବା ଯୁକ୍ତରାଜ୍ୟରେ ପ୍ରଚଳିତ ମୁଦ୍ରାବିଶେଷ (ରୌପ୍ୟ— ମୁଦ୍ରା ଡୋଲାର୍ର 1/100 ଅଂଶ) — ଆମେରିକା ଇଉନାଇଟେଡ଼୍ ଷ୍ଟେଟସ୍ ବା ଯୁକ୍ତରାଜ୍ୟରେ ପ୍ରଚଳିତ ମୁଦ୍ରାବିଶେଷ (ରୌପ୍ୟ— ମୁଦ୍ରା ଡୋଲାର୍ର1/100ଅଂଶ)— . A United state's coin, the hundredth part of a dollar
- ବୈଦେ. ବି (ଇଂ) — (ଦ୍ର—ପୂର୍ବେ ଏହା ତମ୍ବାରେ ହେଉଥିଲା, ବର୍ତ୍ତମାନ ଏହା ତମ୍ବା, ଟିଣ, ଦସ୍ତା, ମିଶ୍ରିତ ଧାତୁ) — (Bronze)ରେ ତିଆରି ହେଉଅଛି)
- ବୈଦେ. ବି (ଇଂ) — ଶତ; ଶହେ — Hundred.;
- ବୈଦେ. ବି (ଇଂ) — (ଯଥା— ପର୍ ସେଣ୍ଟ୍, ସେଣ୍ଟ୍ ପର୍ ସେଣ୍ଟ୍)
- ପ୍ରାଦେ (ଗଞ୍ଜାମ) — ଏକ ଏକରର 1/100 ଅଂଶ ଜମି; ଏକ ଡେସିମିଲ୍ (ଜମି) — ଏକ ଏକରର1/100ଅଂଶ ଜମି; ଏକ ଡେସିମିଲ୍ (ଜମି)—Hundredth part of an acre; one decimal (of land)