ସେଣ୍ଟ୍ ପଲ୍ Seṇṭ pal

  • ବୈଦେ. ବି (ଇଂ. ନାମ) — ଖ୍ରୀଷ୍ଟ ଧର୍ମଶାସ୍ତ୍ର ଲିଖିତ ଜଣେ ମହାତ୍ମା — Saint paul
  • ବୈଦେ. ବି (ଇଂ. ନାମ) — [ଦ୍ର—ଏହାଙ୍କ ନାମରେ ଇଂଲଣ୍ଡର ପ୍ରଧାନ ଗିର୍ଜାର ନାମକରଣ ହୋଇଅଛି।] ଏ ଶବ୍ଦକୁ ଓଡ଼ିଆ ଖ୍ରୀଷ୍ଟାନ୍ମାନେ ସେଣ୍ଟ ପାଉଲ୍ ବୋଲି ମଧ୍ୟ ଉଚ୍ଚାରଣ କରିବା ଦେଖାଯାଏ।]