ସେଣ୍ଟ୍ ଜର୍ଜ Seṇṭ jarj
- ଦେ. ବି (ଇଂ. ନାମ) — ଇଂଲାଣ୍ଡ ରାଜ୍ୟର ରକ୍ଷାକର୍ତ୍ତା ପୌରାଣିକ ସାଧୁଙ୍କ ନାମ — Saint George the patron saint of England
- ଦେ. ବି (ଇଂ. ନାମ) — [ଦ୍ର—ଏ ଘୋଡ଼ାରେ ଚଢ଼ି ଚିତିହୋଇ ପଡ଼ିଥିବା ଗୋଟିଏ ଅସୁରକୁ ବର୍ଚ୍ଛାଦ୍ୱାରା ବିନାଶ କରିଥିଲେ ଓ ଏଥିଯୋଗୁଁ ଏହାଙ୍କର ଅସୁରବିନାଶ— କାଳୀନ ଚିତ୍ର ଇଂଲଣ୍ଡର ସ୍ୱର୍ଣ୍ଣ ମୁଦ୍ରାରେ ଛାପା ହୋଇ ଆସୁଅଛି ଓ ଏହାଙ୍କ ସ୍ମରଣାର୍ଥ ଇଂରାଜମାନେ ମାନ୍ଦ୍ରାଜର ଦୁର୍ଗକୁ ଫୋର୍ଟ ସେଣ୍ଟ୍ ଜର୍ଜ ନାମ ଦେଇଥିଲେ।]