ସେଣ୍ଟ୍ ଅପ୍ Seṇṭ ap
- ବୈଦେ. ବିଣ (ଆଧୁନିକ ସ୍କୁଲ ପ୍ରଚଳିତ ଶବ୍ଦ) (ଇଂ) — ମାଟ୍ରିକୁଲେସନ୍, ଆଇ.ଏ., ବି.ଏ., ଆଦି ଅନ୍ତିମ ପରୀକ୍ଷା ପାଇଁ ଆନୁପୂର୍ବିକ ଟେଷ୍ଟ୍ ବା ବଛାବଛି ପରୀକ୍ଷାର ଫଳ ପ୍ରତି ଦୃଷ୍ଟି ଦିଆ ଯାଇ ଯେଉଁ ଛାତ୍ରଙ୍କୁ ବା ଛାତ୍ରୀଙ୍କୁ ଉକ୍ତ ପରୀକ୍ଷାମାନ ଦେବା ପାଇଁ ମନୋନୀତ କରାଯାଏ — (a student) Sent up for a final examination in consideration of the result of the preliminary test examination