ସେଣା Seṇā

  • ଦେ. ବି (ସଂ. ସ୍ୟେନ) — ସ୍ୟେନ; ଛଞ୍ଚାଣ ପକ୍ଷୀ — Hawk
  • ଦେ. ବି (ସଂ. ସ୍ୟେନ) — [ଉ—ସେଣାପକ୍ଷୀ ପ୍ରାୟେ କ୍ଷେପନ୍ତି ଗଗନଗତି— ସାରଳା, ମହାଭାରତ, ଆଦି।]
  • ଦେ. ବି (ସଂ. ସ୍ୟେନ) — (ସଂ. ସେଚନୀ) ବାଉଁଶ ପାତିଆରେ ନିର୍ମିତ ଏକପ୍ରକାର ଜଳବାହୀ ଯନ୍ତ୍ର — A basket made of split bamboo for baling out water from tanks