ସେଣିକି Seṇiki

  • ଦେ. ଅ — ତେଣିକି; ସେହି ଆଡ଼କୁ — To that side
  • ଦେ. ଅ — ସେହି ସ୍ଥାନକୁ — To that place
  • ଦେ. ଅ — ସେହି ଦିଗକୁ — To that direction
  • ଦେ. ଅ — ସେହି ଦିଗରେ — In that direction
  • ଦେ. ଅ — (ଉ—ବୋହି— ଗଲା ପାଣି ଯାଉ ସେଣିକି। ବନ୍ଧାଇଲା ପାଣି ବହୁ ଏଣିକି— ଢଗ।)
  • ଦେ. ଅ — ତା ପରେ — Thereafter