ସେଢ଼ଖାନା Seṟḍ̠ẖakhānā

  • ବୈଦେ. ବି (ଜାହାଜିଆ ଶବ୍ଦ)—(ଇଁ. ସେଲ୍+ ଫା. ଖାନାହ୍) — ଜାହାଜର ଯେଉଁ କୋଠରିରେ ପାଲମାନ ବ୍ଯବହୃତ ନ ହେଲାବେଳେ ରଖାଯାଇ ଥାଏ ବା ତିଆରି ହୁଏ — The cabin of a ship where the sails when not in use are stored or where they are made