ସେଣୁ Seṇu

  • ଦେ. ସର୍ବ — ସେହି ସ୍ଥାନରୁ; ତେଣୁ — Therefrom
  • ଦେ. ସର୍ବ — ସେହି ଦିଗରୁ; ସେହିଆଡ଼ୁ — From that side
  • ଦେ. ସର୍ବ — ତେଣୁ; ସେହି ଯୋଗୁଁ; ସେହି କାରଣରୁ — Therefore