ସେକତୁଣୀ Sekatuṇī

  • ଦେ. ବି. ସ୍ତ୍ରୀ — ଯେଉଁ ସ୍ତ୍ରୀ ନବଜାତ ଶିଶୁକୁ ଓ ମାତାକୁ ଅନ୍ତୁଡ଼ିଶାଳରେ ସେକୁ ଥାଏ — A woman or nurse who foments the baby and the newly delivered mother